# Connecting Statement: ପାଉଲ ବିଶ୍ବାସୀମାନଙ୍କୁ ଚେତାବନୀ ଦିଅନ୍ତି କାରଣ ସେମାନେ ଖ୍ରୀଷ୍ଟଙ୍କଠାରେ ଏକ ଅଟନ୍ତି, ସେଥିପାଇଁ ସେମାନଙ୍କୁ କିଛି ବିଷୟ ନ କରିବା ଉଚିତ୍। # If then ଏହା ଏକ ଋଢି ଅଟେ ଯାହାର ଅର୍ଥ “କାରଣ”। (ଦେଖ:[[rc://*/ta/man/translate/figs-idiom]]) # God has raised you with Christ ଏଠାରେ ଉପରକୁ ଉଠାଇବା ଏକ ଋଢି ଅଟେ ଯେମିତି କାହାର ମୃତୁ ହୋଇଗଲା ସେ ଯେମିତିପୁନର୍ବାର ଜୀବିତ ହୋଇଗଲା। ସମ୍ଭବପର ଶବ୍ଦଗୁଡିକ 1) କାରଣ ଇଶ୍ବର ଖ୍ରୀଷ୍ଟଙ୍କୁ ପୁନର୍ବାର ଜୀବିତ କରିବାର କାରଣ ହୋଇଛନ୍ତି। ଇଶ୍ବର ପ୍ରଥମରୁ କଲସୀୟର ବିଶ୍ବାସୀମାନଙ୍କୁ ନୂତନ ଆଧ୍ୟାତ୍ମିକ ଜୀବନ ଦେଇଛନ୍ତି। ଅନ୍ୟ ଏକ ଅନୁବାଦ: “ଇଶ୍ବର ତୁମକୁ ନୂତନ ଜୀବନ ଦେଇଛନ୍ତି କାରଣ ତୁମେ ଖ୍ରୀଷ୍ଟଙ୍କର ଅଟ” ଓ 2)କାରଣ ଇଶ୍ବର ଖ୍ରୀଷ୍ଟଙ୍କୁ ପୁନର୍ବାର ଜୀବିତ କରାଇଛନ୍ତି, କଲସୀରେ ବିଶ୍ବାସୀମାନଙ୍କୁ ଜଣାପଡିପାରେ ମରିବା ପରେ ସେମାନେ ଖ୍ରୀଷ୍ଟଙ୍କ ସଙ୍ଗରେ ରହିବେ, ଏବଂ ପାଉଲ ବିଶ୍ବାସୀମାନଙ୍କ ବିଷୟରେ ଏପରି କହନ୍ତି, ଯେପରି ଯଦି ଆଉ କୁହନ୍ତି ଯେପରିକି ଇଶ୍ଵର ଏକ ପାତ୍ର ହୁଅନ୍ତି ତାହା ଏକ ପତ୍ରରେ ଲୁଚାଇ ହୁଅନ୍ତା ଆଉ କହନ୍ତି ଯେପରିକି ଇଶ୍ଵର ଏକ ପାତ୍ର ହୁଅନ୍ତି ଏକ ଅନୁବାଦ: “ତୁମେ ସୁନିଶ୍ଚିତ ହୋଇପାରିବ ଇଶ୍ବର ତୁମକୁ ଜୀବନ ଦେବେ କାରଣ ସେ ଖ୍ରୀଷ୍ଟକୁ ପୁନର୍ବର ଜୀବିତ କରିବାର କାରଣ ହୋଇଛନ୍ତି” (ଦେଖ:[[rc://*/ta/man/translate/figs-pastforfuture]] ଏବଂ [[rc://*/ta/man/translate/figs-idiom]]) # things above ସ୍ବର୍ଗର ବିଷୟଗୁଡିକ