# କଲସୀୟ 02 ସାଧାରଣ ଟିପ୍ପଣୀ ## ଏହି ଅଧ୍ୟାୟରେ ବିଶେଷ ଧାରଣା ଗୁଡିକ ### ସୁନ୍ନତ ଏବଂ ବପ୍ତିସ୍ମ ପଦ 11-12, ପାଉଲ ସୁନ୍ନତର ପୁରୁଣା ଚୁକ୍ତିର ଚିହ୍ନ ଏବଂ ବପ୍ତିସ୍ମର ନୂଆ ଚୁକ୍ତିର ସଂକେତ ଉଭୟର ବ୍ୟବହାର କରନ୍ତି ଏହା ଦେଖାଇବା ପାଇଁ କିଛି ଯୀଶୁଖ୍ରୀଷ୍ଟକ ସହିତ ଏକାଠି ହୁଅନ୍ତି ଏବଂ ପାପରୁ ମୁକ୍ତି ହୁଅନ୍ତି। ## ଏହି ଅଧ୍ୟାୟରେଅନ୍ୟ ସମ୍ଭବପର ଅନୁବାଦ କଠିନ ଅଛି ### ମାଂସ ଏହା ଏକ ଜଟିଳ ବିଷୟ ଅଟେ। “ଶରୀର” ଶଦ୍ଦଟି ଏକ ରୂପକ ଅଟେ, ଯାହା ଆମର ପାପ ସ୍ବଭାବକୁ ଉଲ୍ଲେଖ କରେ। ପାଉଲ ଏହା ଶିଖାନ୍ତି ନାହିଁ ମନୁଷ୍ୟର ଭୌତିକ ଭାବ ପାପପୂର୍ଣ୍ଣ ଅଟେ। ପାଉଲ ଏହା ଶିଖାଉଥିବାର ଦେଖାଯାଏ, ଯେଉଁ ପର୍ଯ୍ୟନ୍ତ ଖ୍ରୀଷ୍ଟିୟାନେ ଜିବିତ ଅଟନ୍ତି (ମାସଂମୟ ଶରୀରରେ), ଆମ୍ଭେମାନେ ପାପ କରୁଥିବା। କିନ୍ତୁ ଆମର ନୂଆ ସ୍ବଭାବ ଆମ ପୁରୁଣା ସ୍ବଭାବ ବିରୁଦ୍ଧରେ ଲଢୁଥିବେ। ଭୌତିକ ଶରୀରକୁ ଦର୍ଶାଇବାକୁ ପାଉଲ ଏହି ଅଧ୍ୟାୟରେ “ଶରୀର”କୁ ବ୍ୟବହାର କରୁଛନ୍ତି।। ### ଅନ୍ତର୍ନିହିତ ସୂଚନା ପାଉଲ ଏହି ଅଧ୍ୟାୟରେ କେତେକ ବିଷୟଗୁଡିକ ଉଲ୍ଲେଖ କରିଛନ୍ତି ଯାହାକି କଲସୀରେ ଅନ୍ତର୍ନିହିତ ସୂଚନା। ପାଠ୍ୟକୁ ବାସ୍ତବିକ ବିବରଣୀରେ ଅନିଶ୍ଚିତରହିବାକୁ ଅନୁମତି ଦେବା ସବୁଠୁ ଭଲ। (ଦେଖ:[[rc://*/ta/man/translate/figs-explicit]])