# He canceled the written record of debts that stood against us ଯେମିତି ଇଶ୍ବର ଆମର ପାପଗୁଡିକ କ୍ଷମା କରନ୍ତି, ସେହି ପ୍ରକାର ସେ କହନ୍ତି ଯେମିତିକି ସେ ଏକ ବ୍ୟକ୍ତି ଥିଲେ, ଯାହା ଉପରେ କେତେକ ଲୋକମାନଙ୍କର ପଇସା ଓ ବିଷୟକୁ ପରିଶୋଧ କରିବାରଥିଲା, ସେହି ଋଣର ତଥ୍ୟକୁ ନଷ୍ଟ କରିଦିଅ ଯେମିତି ସେମାନଙ୍କୁ ପୁରଣ କରିବାକୁ ନ ପଡେ। (ଦେଖ:[[rc://*/ta/man/translate/figs-metaphor]])