# Connecting Statement: ପାଉଲ ବିଶ୍ବାସୀଙ୍କ ଠାରୁ ଅଶା କରୁଥିଲେ କି ସେମାନେ ଅନ୍ୟମନଙ୍କ କଥା ଏବଂ ନିୟମରେ ନଯାଇ ସତର୍କ ରୁହନ୍ତୁ କାରଣ କିଛିବି ଇଶ୍ବରଙ୍କ ପୂର୍ଣ୍ଣତାକୁ ଯୋଡି ପରିବ ନାହିଁ ଯାହା ବିଶ୍ବସିମାନଙ୍କୁ ଖ୍ରୀଷ୍ଟଙ୍କଠାରେ ମିଳେ। # See that ସୁନିଶ୍ଚିତ କରିବା # captures you ପାଉଲ କହୁଛନ୍ତି କି ଜଣେ ବ୍ୟକ୍ତି ମିଥ୍ୟା ସିକ୍ଷା ଉପରେ ବିଶ୍ବାସ୍ କରିପାରେ (କାରଣ ସେ ମିଥ୍ୟା ବିଷୟକୁ ବିଶ୍ବାସ କରେ ଓ ଖରାପ ବିଷୟକୁ ଭଲପାଏ)ଯେମିତିକି କେହି ଜଣେ ସାରୀରିକ ଭାବରେ ସେହି ବ୍ୟକ୍ତିକୁ ବନ୍ଦୀ କରିନେଇଛି। (ଦେଖ:[[rc://*/ta/man/translate/figs-metaphor]] ) # philosophy ଧାର୍ମିକ ସିଦ୍ଧାନ୍ତ ଓ ମାନ୍ୟତା ଯାହା ଇଶ୍ବରଙ୍କ ବକ୍ୟରୁ ନୁହେଁ, ବରଂ ମନୁଷ୍ୟଠାରୁ ଯାହା ସେ ଇଶ୍ବରଙ୍କ ଓ ଜୀବନ ବିଷୟରେ # empty deceit ପାଉଲ ଭୂଲ ଧାରଣା ବିଷୟରେ କହନ୍ତି , ତାହା କୌଣସି ଫଳପ୍ରଦ କରାଏ ନାହିଁ, ତେଣୁ ତୁମ୍ଭେମାନେ ମଧ୍ୟ ବିନା ମୂଲ୍ୟ ଅଟ ସତେ ଯେପରି ସେମାନେ ପାତ୍ରଗୁଡାକ ଆଉ ସେମାନଙ୍କପାଖରେ କିଛି ହେଲେ ନାହିଁ। (ଦେଖ: [[rc://*/ta/man/translate/figs-metaphor]] ) # the tradition of men ... the elements of the world ଉଭୟ ଯିହୁଦୀ ପରମ୍ପରା ଏବଂ ପରଧର୍ମ (ବିଜାତି) ବିଶ୍ବାସ ପ୍ରଣାଳୀ ମୂଲ୍ୟହୀନ ଥିଲା। ""ଦୁନିଆଁର ତତ୍ତ୍ବ"" ଏହା ସୂଚାଏ ଯେ ମନ୍ଦଆତ୍ମା ଯିଏ ଦୁନିଆଁକୁ ଶାସନ କରିବାର କ୍ଷମତା ରଖିଥିଲେ ଏବଂ ତାହା ଲୋକମାନଙ୍କ ଦ୍ବାରା ସ୍ବୀକାର କରାଯାଉଥିଲା। କିନ୍ତୁ କିଛି ଅନୁବାଦକ ""ଦୁନିଆଁର ତତ୍ତ୍ବ""କୁ ଲୋକମାନଙ୍କର ଦୁନିଆଁର ମୁଳ ଶିକ୍ଷା ଭାବରେ ଦର୍ଶାନ୍ତି।