# so that their hearts ପାଉଲ ଏକ ଅଲଗା ସର୍ବନାମ ବ୍ୟବହାର କଲେ ମଧ୍ୟ ସେଥିରେ ଗାଲାତିୟମନେ ସାମିଲ ଅଛନ୍ତି। ଅନ୍ୟ ଏକ ଅନୁବାଦ: “ତେଣୁ ତାହାଙ୍କର ହୃଦୟ ଏବଂ ଆପଣଙ୍କର"" (ଦେଖ:[[rc://*/ta/man/translate/figs-pronouns]]) # brought together ଏହାର ଅର୍ଥ ସମସ୍ତକୁଂ ଗୋଟିଏ ବନ୍ଧନରେ ଏକା ସଙ୍ଗରେ ଅଣାଯାଇଅଛି। # all the riches of full assurance of understanding ପାଉଲ ଏମିତି ଏକ ବ୍ୟକ୍ତିର କଥା କହୁଥିଲେ ଯିଏ କି ସମ୍ପୁର୍ଣ ଭାବେ ସୁନିଶ୍ଚିତ ଥିଲା କି ସୁସମାଚାର ସତ୍ୟ ଅଟେ ଯଦିଓ ସେହି ବ୍ୟକ୍ତି ଭୌତିକ ବିଷୟରେ ସମୃଦ୍ଧ ଥିଲା। (ଦେଖା:[[rc://*/ta/man/translate/figs-metaphor]]) # the secret truth of God ଏହ ସେହି ଜ୍ଞାନ ଅଟେ ଯାହା କେବଳ ଇଶ୍ବରଙ୍କ ଦ୍ବାରା ପ୍ରସାର କରାଯାଇପାରିବ। # that is, Christ ଯୀଶୁ ଖ୍ରୀଷ୍ଟ୍ ଇଶ୍ବରଙ୍କ ଦ୍ବାରା ପ୍ରସାର ଗୁପ୍ତରହସ୍ୟ ଅଟେ।