# For this is the promise that our twelve tribes sought to receive “ଆମ୍ଭମାନଙ୍କ ଦ୍ବାଦଶ ଗୋଷ୍ଠୀ” ବାକ୍ୟାଂଶଟି ସେ ଗୋଷ୍ଠୀସବୁର ଲୋକମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ସେହି ଦ୍ବାଦଶ ଗୋଷ୍ଠୀର ଆମ୍ଭମାନଙ୍କର ଯିହୂଦୀ ଭାଇମାନେ ମଧ୍ୟ ସେଥିର ଅପେକ୍ଷା କରୁଥିଲେ” (ଦେଖ: [[rc://*/ta/man/translate/figs-metonymy]]) # the promise ... sought to receive ଏହା ଏକ ପ୍ରତିଜ୍ଞା ବିଷୟରେ କହୁଛି ଯେ ସତେ ଯେପରି ଏହା ଗୋଟିଏ ପଦାର୍ଥ ଯାହା ଗ୍ରହଣ କରିହେବ I (ଦେଖ: [[rc://*/ta/man/translate/figs-metaphor]]) # worshiped God night and day “ଦିବାରାତ୍ର” ଏକ ଅତିଶୟୋକ୍ତି ଯାହାର ଅର୍ଥ ସେମାନେ ନିରନ୍ତର “ଈଶ୍ବରଙ୍କ ଉପାସନା କରୁଥିଲେ I” (ଦେଖ: [[rc://*/ta/man/translate/figs-merism]]) # that the Jews ଏହାର ଅର୍ଥ ନୁହେଁ ଯେ ସମସ୍ତ ଯିହୂଦୀମାନେ I ବିକଳ୍ପ ଅନୁବାଦ: “ଯେ ଯିହୂଦୀମାନଙ୍କ ନେତାମାନେ” (ଦେଖ: [[rc://*/ta/man/translate/figs-synecdoche]])