# General Information: ଏଠାରେ ପ୍ରଥମ “ତୁମ୍ଭେମାନେ” ବହୁବଚନ ଅଟେ: ଦ୍ବିତୀୟ “ତୁମ୍ଭେ” ଏକବଚନ ଅଟେ I (ଦେଖ: [[rc://*/ta/man/translate/figs-you]]) # because he appealed to the emperor ଯେହେତୁ ସେ କହିଲେ ଯେ ସମ୍ରାଟ ତାହାଙ୍କର ବିଚାର କରନ୍ତୁ ବୋଲି ସେ ଚାହିଁଲେ # the emperor ସମ୍ରାଟ ହେଉଛନ୍ତି ରୋମୀୟ ସାମ୍ରାଜ୍ୟର ଶାସନକର୍ତ୍ତା I ସେ ଅନେକ ଦେଶ ଓ ପ୍ରଦେଶରେ ଶାସନ କରୁଥିଲେ I