# Though if I have done wrong ... no one may hand me over to them ପାଉଲ ଏକ ପରିକଳ୍ପନା ଆଧାରିତ ଅବସ୍ଥା ବିଷୟରେ କହୁଛନ୍ତି I ଯଦି ସେ ଦୋଷୀ, ସେ ଦଣ୍ଡ ଗ୍ରହଣ କରିବେ, କିନ୍ତୁ ସେ ଜାଣନ୍ତି ଯେ ସେ ଦୋଷୀ ନୁହନ୍ତି I (ଦେଖ: [[rc://*/ta/man/translate/figs-hypo]]) # if I have done what is worthy of death ଯଦି ମୁଁ ମୃତ୍ୟୁଦଣ୍ଡ ଯୋଗ୍ୟ କିଛି ଭୁଲ୍ କରିଛି # if their accusations are nothing ଯଦି ମୋ ବିରୁଦ୍ଧରେ ଥିବା ଅଭିଯୋଗ ଗୁଡିକ ସତ୍ୟ ନୁହଁ # no one may hand me over to them ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଏହି ମିଥ୍ୟା ଅଭିଯୋଗକାରୀ ମାନଙ୍କ ନିକଟରେ ପାଉଲଙ୍କୁ ସମର୍ପଣ କରିବା ନିମନ୍ତେ ଫେଷ୍ଟଙ୍କର ଆଇନଗତ ଅଧିକାର ନାହିଁ କିମ୍ବା ୨) ପାଉଲ କହୁଛନ୍ତି ଯେ ଯଦି ସେ କିଛି ଭୁଲ୍ କରିନାହାନ୍ତି, ତେବେ ଶାସନକର୍ତ୍ତା ଯିହୂଦୀମାନଙ୍କର ନିବେଦନ ମାନିବା ଉଚିତ ନୁହଁ I # I appeal to Caesar ମୁଁ କାଇସରଙ୍କ ନିକଟକୁ ଯିବାପାଇଁ ନିବେଦନ କରୁଅଛି ଯେପରି ସେ ମୋହର ବିଚାର କରିବେ