# against the temple ପାଉଲ କହୁଛନ୍ତି ଯେ ଯିରୂଶାଲମ ମନ୍ଦିରରେ କିଏ ପ୍ରବେଶ କରିପାରିବ, ସେ ବିଷୟରେ ସେ କୌଣସି ନିୟମ ଲଂଘନ କରି ନାହାନ୍ତି I ବିକଳ୍ପ ଅନୁବାଦ: “ମନ୍ଦିରର ପ୍ରବେଶ କରିବା ନିୟମ ବିରୁଦ୍ଧରେ” (ଦେଖ: [[rc://*/ta/man/translate/figs-synecdoche]])