# so with all thankfulness we welcome everything that you do “କୃତଜ୍ଞତା” ଶବ୍ଦ ଗୋଟିଏ ଗୁଣବାଚକ ବିଶେଷ୍ୟ I ଏହାକୁ ଗୋଟିଏ ବିଶେଷଣ ବା କ୍ରିୟାପଦ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସେଥିପାଇଁ ଆମ୍ଭେମାନେ ବହୁତ କୃତଜ୍ଞ ଓ ଆପଣ କରୁଥିବା ପ୍ରତ୍ୟେକ କାର୍ଯ୍ୟକୁ ସ୍ବାଗତ କରୁଅଛୁ” କିମ୍ବା “ସେଥିପାଇଁ ଆମ୍ଭେମାନେ ଆପଣଙ୍କୁ ବହୁତ ଧନ୍ୟବାଦ ଜଣାଉଛୁ ଓ ଆପଣ କରୁଥିବା ପ୍ରତ୍ୟେକ କାର୍ଯ୍ୟକୁ ସ୍ବାଗତ କରୁଅଛୁ” (ଦେଖ: rc://*/ta/man/translate/figs-abstractnouns) # most excellent Felix ଶାସନକର୍ତ୍ତା ଫେଲିକ୍ସ ଯେ କି ମହାସମ୍ମାନର ପାତ୍ର I ଫେଲିକ୍ସ ସମଗ୍ର ଅଞ୍ଚଳ ଉପରେ ରୋମୀୟ ଶାସନକର୍ତ୍ତା ଥିଲେ I ଏଭଳି ଏକ ବାକ୍ୟାଂଶକୁ [ପ୍ରେରିତ ୨୩:୨୫](../23/25.md)ରେ ତୁମେ କିପରି ଅନୁବାଦ କଲ ତାହା ଦେଖ I