# General Information: ଏଠାରେ ପ୍ରଥମ “ତାହାଙ୍କୁ” ଶବ୍ଦ ପାଉଲଙ୍କୁ ଓ ଦ୍ବିତୀୟ “ତାହାଙ୍କୁ” ଶବ୍ଦ ଶାସନକର୍ତ୍ତା ଫେଲିକ୍ସଙ୍କୁ ବୁଝାଏ I ଆନ୍ତିପାତ୍ରି ଗୋଟିଏ ନଗର ଥିଲା ଯାହା ହେରୋଦ ଆପଣା ପିତା ଆନ୍ତିପାଟେର୍ ଙ୍କ ସମ୍ମାନାର୍ଥେ ନିର୍ମାଣ କରିଥିଲେ I ଏହା ଆଜିର ମଧ୍ୟ ଇଶ୍ରାୟେଲର ଏକ ସ୍ଥାନରେ ଅବସ୍ଥିତ I (ଦେଖ: [[rc://*/ta/man/translate/translate-names]]) # Connecting Statement: ଏହା ଯିରୂଶାଲମରେ ପାଉଲଙ୍କ ବନ୍ଧନର ସମୟକୁ ଶେଷ କରୁଛି ଓ କାଇସରିଆରେ ଶାସନକର୍ତ୍ତା ଫେଲିକ୍ସଙ୍କ ନିକଟରେ ତାଙ୍କର ବନ୍ଧନକୁ ଆରମ୍ଭ କରୁଛି I # So the soldiers obeyed their orders ପୂର୍ବର କୌଣସି ଘଟଣା ହେତୁ ଘଟିଥିବା ଘଟଣାକୁ “ସେଥିରେ” ଶବ୍ଦଟି ଚିହ୍ନଟ କରୁଛି I ଏ କ୍ଷେତ୍ରରେ, ପୂର୍ବ ଘଟଣା ହେଉଛି ପ୍ରଧାନ ସେନାପତି ପାଉଲଙ୍କୁ ଘେନିଯିବା ପାଇଁ ସୈନ୍ୟମାନଙ୍କୁ ଆଦେଶ ଦେଉଛନ୍ତି I # They took Paul and brought him by night ଏଠାରେ “ଆଣିଲେ” ଶବ୍ଦକୁ “ନେଲେ” ଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ସେମାନେ ପାଉଲଙ୍କୁ ରାତ୍ରି ସମୟରେ ନେଇଗଲେ”