# Claudius Lysias to the most excellent Governor Felix, greetings ଏହା ପତ୍ରର ଏକ ଔପଚାରିକ ପରିଚୟ I ପ୍ରଧାନ ସେନାପତି ନିଜର ପରିଚୟ ଦେଇ ପତ୍ର ଆରମ୍ଭ କରୁଛନ୍ତି I ତୁମେ ଏହାକୁ ପ୍ରଥମ ପୁରୁଷ ଭାବରେ ଅନୁବାଦ କରିପାରିବ I “ଲେଖୁଅଛି” ଶବ୍ଦଗୁଡିକ ବୁଝି ହେଉଛି I ବିକଳ୍ପ ଅନୁବାଦ: “ମହାମହିମ ଶାସନକର୍ତ୍ତା ଫେଲିକ୍ସଙ୍କୁ ମୁଁ କ୍ଲାଉଦିଅ ଲୂସିୟା ଲେଖୁଅଛି; ଆପଣଙ୍କୁ ନମସ୍କାର” (ଦେଖ: [[rc://*/ta/man/translate/translate-names]] ଓ [[rc://*/ta/man/translate/figs-123person]]) # to the most excellent Governor Felix ସର୍ବୋଚ୍ଚ ସମ୍ମାନର ଯୋଗ୍ୟ ଶାସନକର୍ତ୍ତା ଫେଲିକ୍ସଙ୍କ ନିକଟକୁ