# The Jews have agreed ଏହାର ଅର୍ଥ ନୁହେଁ ଯେ ସମସ୍ତ ଯିହୂଦୀ, କିନ୍ତୁ ଦଳର ଯେଉଁ ସମସ୍ତେ ସେଠାରେ ଥିଲେ I ବିକଳ୍ପ ଅନୁବାଦ: “କେତେକ ଯିହୂଦୀ ଏକମତ ଥିଲେ” (ଦେଖ: [[rc://*/ta/man/translate/figs-synecdoche]]) # to bring down Paul ଗଡ଼ରୁ ପାଉଲଙ୍କୁ ତଳକୁ ଆଣିବାପାଇଁ # they were going to ask more precisely about his case ପାଉଲ କ’ଣ କରିଛନ୍ତି ସେ ବିଷୟରେ ସେମାନେ ଅଧିକ ଜାଣିବାକୁ ଚାହୁଁଛନ୍ତି