# Paul the prisoner called me to him ବନ୍ଦୀ ପାଉଲ ମୋତେ ଆସି ତାହା ସହିତ କଥା ହେବାକୁ ଅନୁରୋଧ କଲା # this young man ଯେହେତୁ ପ୍ରଧାନ ସେନାପତି ତାଙ୍କୁ ଜଣେ ଯୁବା ବୋଲି କହୁଛନ୍ତି, ଏହା ସୂଚାଉଛି ଯେ ପାଉଲଙ୍କ ଭଣଜା ୧୨ ରୁ ୧୫ ବର୍ଷ ବୟସ୍କ ହୋଇଥାଇ ପାରନ୍ତି I