# General Information: ଏଠାରେ “ସେମାନେ” ଶବ୍ଦ [ପ୍ରେରିତ ୨୩:୧୩](../23/13.md)ର ୪୦ ଜଣ ଯିହୂଦୀ ଲୋକମାନଙ୍କୁ ବୁଝାଏ I ଏଠାରେ “ତୁମ୍ଭେମାନେ” ବହୁବାଚକ ଓ ମହାଯାଜକ ଏବଂ ପ୍ରାଚୀନମାନଙ୍କୁ ବୁଝାଏ I ଉଭୟ “ଆମ୍ଭମାନଙ୍କୁ” ଓ “ଆମ୍ଭେମାନେ” ପାଉଲଙ୍କୁ ବଧ କରିବାକୁ ଯୋଜନା କରିଥିବା ଚାଳିଶ ଜଣ ଯିହୂଦୀମାନଙ୍କୁ ବୁଝାଏ I (ଦେଖ: [[rc://*/ta/man/translate/figs-you]] ଓ [[rc://*/ta/man/translate/figs-exclusive]]) # We have put ourselves under a great curse, to eat nothing until we have killed Paul ଶପଥ କରିବା ଓ ଶପଥ ପୂରଣ ନ କଲେ ଇଶ୍ବର ସେମାନଙ୍କୁ ଅଭିଶାପ ଦିଅନ୍ତୁ ବୋଲି ନିବେଦନ କରିବା ବିଷୟକୁ ଏପରି କୁହାଯାଏ ସତେ ଯେପରି ଅଭିଶାପ ହେଉଛି ଗୋଟିଏ ପଦାର୍ଥ ଯାହା ସେମାନେ ଆପଣା ଆପଣା କାନ୍ଧରେ ବୋହିଛନ୍ତି I ବିକଳ୍ପ ଅନୁବାଦ: “ପାଉଲଙ୍କୁ ବଧ ନ କରିବା ପର୍ଯ୍ୟନ୍ତ କିଛି ଖାଇବୁ ନାହିଁ ବୋଲି ଆମ୍ଭେମାନେ ଶପଥ କରିଅଛୁ I ଯଦି ଆମ୍ଭେମାନେ ଯାହା ପ୍ରତିଜ୍ଞା କରିଅଛୁ, ତାହା ନ କରୁ, ତେବେ ଆମ୍ଭମାନଙ୍କୁ ଅଭିଶାପ ଦିଅନ୍ତୁ ବୋଲି ଈଶ୍ବରଙ୍କୁ ନିବେଦନ କରୁଅଛୁ” (ଦେଖ: [[rc://*/ta/man/translate/figs-metaphor]])