# Connecting Statement: ପାଉଲ ମହାଯାଜକ ଓ ମହାସଭାର ସଦସ୍ୟମାନଙ୍କ ସମ୍ମୁଖରେ ଠିଆ ହେଉଛନ୍ତି ([ପ୍ରେରିତ ୨୨:୩୦](../22/30.md))I # Brothers ଏଠରେ ଏହାର ଅର୍ଥ “ସହ-ଯିହୂଦୀମାନେ” # I have lived before God in all good conscience until this day ମୁଁ ଜାଣେ ଯେ ଆଜି ଦିନ ପର୍ଯ୍ୟନ୍ତ ମୁଁ ଯାହା କରେ ବୋଲି ଇଶ୍ବର ଚାହୁଁଥିଲେ ତାହା ମୁଁ କରିଛି