# What are you about to do? ସେନାପତି ପାଉଲଙ୍କୁ କୋରଡା ପ୍ରହାର କରାଇବାର ଯୋଜନାକୁ ପୁନର୍ବିଚାର କରିବାକୁ ନିବେଦନ କରିବା ନିମନ୍ତେ ଏହି ପ୍ରଶ୍ନ କରାଯାଇଛି I ବିକଳ୍ପ ଅନୁବାଦ: “ଆପଣ ଏହା କରିବା ଉଚିତ ନୁହେଁ!” (ଦେଖ: [[rc://*/ta/man/translate/figs-rquestion]])