# Connecting Statement: ପାଉଲ ଯୀଶୁଙ୍କ ସହିତ ତାଙ୍କର ସାକ୍ଷାତ ହୋଇଥିବା ବିଷୟକୁ ବର୍ଣ୍ଣନା କରୁଛନ୍ତି I # It happened that ଘଟଣାଟି କେଉଁଠି ଆରମ୍ଭ ହୋଇଛି, ତାକୁ ଚିହ୍ନଟ କରିବାପାଇଁ ଏହି ବାକ୍ୟାଂଶଟି ବ୍ୟବହାର କରାଯାଇଛି I ଯଦି ତୁମ ଭାଷାରେ ଏହା କରିବାର କୌଣସି ଶୈଳୀ ଥାଏ, ତେବେ ତୁମେ ତାହା ଏଠାରେ ବ୍ୟବହାର କରିବା ପାଇଁ ଚିନ୍ତା କରିପାର I