# Paul would not be persuaded ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ତାହାଙ୍କୁ ପ୍ରବର୍ତ୍ତାଇବା ନିମନ୍ତେ ପାଉଲ ଆମ୍ଭମାନଙ୍କୁ ଅନୁମତି ଦେଉ ନ ଥିଲେ” କିମ୍ବା “ଆମ୍ଭେମାନେ ପାଉଲଙ୍କୁ ପ୍ରବର୍ତ୍ତାଇବାରେ ଅସମର୍ଥ ହେଲୁ” (ଦେଖ: [[rc://*/ta/man/translate/figs-activepassive]]) # persuaded ତୁମକୁ ଏହା ସ୍ପଷ୍ଟ କରିବା ଆବଶ୍ୟକ ଯେ କ’ଣ ନ କରିବାକୁ ସେମାନେ ପାଉଲଙ୍କୁ ପ୍ରବର୍ତ୍ତାଇ ପାରିଲେ ନାହିଁ I ବିକଳ୍ପ ଅନୁବାଦ: “ଯିରୂଶାଲମକୁ ନ ଯିବାପାଇଁ ପ୍ରବର୍ତ୍ତାଇଲେ” (ଦେଖ: [[rc://*/ta/man/translate/figs-ellipsis]]) # May the will of the Lord be done ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ପ୍ରଭୁ ଯେପରି ଯୋଜନା କରିଛନ୍ତି ସବୁ ବିଷୟ ସେପରି ଘଟୁ” (ଦେଖ: [[rc://*/ta/man/translate/figs-activepassive]])