# they would never see his face again ଏଠାରେ “ମୁଖ” ଶବ୍ଦଟି ପାଉଲଙ୍କର ଶାରୀରିକ ଦେହକୁ ବୁଝାଏ I ବିକଳ୍ପ ଅନୁବାଦ: “ମୋତେ ଏହି ପୃଥିବୀରେ ଆଉ ଦେଖିବ ନାହିଁ” (ଦେଖ: [[rc://*/ta/man/translate/figs-synecdoche]])