# embraced Paul ଘନିଷ୍ଠ ଭାବରେ ଆଲିଙ୍ଗନ କଲେ କିମ୍ବା “ଆପଣା ଆପଣାର ବାହୁ ତାହାଙ୍କ ଗଳା ଚାରିପାଖେ ଦେଲେ” # kissed him ମଧ୍ୟ ପ୍ରାଚ୍ୟରେ କାହାରି ଗାଲରେ ଚୁମ୍ବନ ଦେବା ଭ୍ରାତୃ ପ୍ରେମ ଅବା ବନ୍ଧୁପ୍ରେମର ଏକ ପରିପ୍ରକାଶ I