# with one voice ଲୋକମାନଙ୍କର ଏକ ସମୟରେ ଏକତ୍ର ଚିତ୍କାରକୁ ଏପରି କୁହାଯାଏ ଯେ ସତେ ଯେପରି ସେମାନେ ଏକ ସ୍ବରରେ କଥା କହୁଥିଲେ I ବିକଳ୍ପ ଅନୁବାଦ: “ମିଳିତଭାବରେ” କିମ୍ବା “ଏକତ୍ର” (ଦେଖ: [[rc://*/ta/man/translate/figs-metaphor]])