# Alexander ଏହା ଜଣେ ଲୋକର ନାମ I (ଦେଖ: [[rc://*/ta/man/translate/translate-names]]) # motioned with his hand ଆଲେକ୍ ଜାଣ୍ଡର ଇଙ୍ଗିତ କରି ଲୋକମାନଙ୍କୁ ନିରବ ରହିବାକୁ କହୁଥିଲେ ବୋଲି ତୁମେ ସ୍ପଷ୍ଟ କରିପାରିବ I ବିକଳ୍ପ ଅନୁବାଦ: “ଲୋକମାନେ ନିରବ ରୁହନ୍ତୁ ବୋଲି ଇଙ୍ଗିତ କଲେ” (ଦେଖ: [[rc://*/ta/man/translate/figs-explicit]]) # to give a defense ଏହା ସ୍ପଷ୍ଟ ନୁହେଁ ଯେ ଆଲେକ୍ ଜାଣ୍ଡର କାହାର ବା କେଉଁ ବିଷୟର ପକ୍ଷ ସମର୍ଥନ କରିବାକୁ ଚାହୁଁଥିଲେ I ଯଦି ତୁମର ଭାଷା ଏହି ସୂଚନା ଆବଶ୍ୟକ କରେ, ତେବେ “କ’ଣ ସବୁ ଘଟୁଥିଲା ବୁଝାଇବାକୁ” ଭଳି ସାଧାରଣ ବାକ୍ୟାଂଶଟି ବ୍ୟବହାର କରିବା ସବୁଠାରୁ ଭଲ ହେବ I