# The whole city was filled with confusion ଏଠାରେ “ନଗର” ଲୋକମାନଙ୍କୁ ବୁଝାଏ I ନଗର ବିଷୟରେ ଏପରି କୁହାଯାଏ ଯେ ସତେ ଯେପରି ଏହା ଏକ ପାତ୍ର ଅଟେ I ଆଉ “ଗଣ୍ଡଗୋଳ” ବିଷୟରେ ଏପରି କୁହାଯାଏ ଯେ ସତେ ଯେପରି ଏହା କିଛି ପଦାର୍ଥ ଯାହା ପାତ୍ରକୁ ପରିପୂର୍ଣ୍ଣ କଲା I ବିକଳ୍ପ ଅନୁବାଦ: “ସମଗ୍ର ନଗରରେ ଲୋକମାନେ ବିଚଳିତ ହୋଇ ଚିତ୍କାର କରିବାକୁ ଆରମ୍ଭ କଲେ” (ଦେଖ: [[rc://*/ta/man/translate/figs-metonymy]] ଓ [[rc://*/ta/man/translate/figs-metaphor]]) # the people rushed together ଏହା ଗୋଟିଏ ଦଙ୍ଗାକାରୀ ଦଳ କିମ୍ବା ଗଣ୍ଡଗୋଳିଆ ପରିସ୍ଥିତି # into the theater ଏଫିସର ରଙ୍ଗଭୂମି ନାଟକ ଓ ସଂଗୀତ ଭଳି ସର୍ବସାଧାରଣ ସଭା ଏବଂ ଆମୋଦପ୍ରମୋଦ ପାଇଁ ବ୍ୟବହାର କରାଯାଉଥିଲା I ଏହା ଏକ ଅର୍ଦ୍ଧ ବୃତ୍ତାକାର ଖୋଲା ଅଞ୍ଚଳ ଯହିଁରେ ହଜାର ହଜାର ଲୋକ ବସିବାର ସୁବିଧା ଥିଲା I # Paul's travel companions ପାଉଲଙ୍କ ସହିତ ଥିବା ଲୋକମାନେ # Gaius and Aristarchus ଏଗୁଡିକ ପୁରୁଷ ଲୋକମାନଙ୍କର ନାମ I ଗାୟ ଓ ଆରିସ୍ତାର୍ଖ ମାକିଦନିଆରୁ ଆସିଥିଲେ, କିନ୍ତୁ ଏହି ସମୟରେ ଏଫିସରେ ପାଉଲଙ୍କ ସାଙ୍ଗରେ କାର୍ଯ୍ୟ କରୁଥିଲେ I (ଦେଖ: [[rc://*/ta/man/translate/translate-names]])