# Connecting Statement: ପାଉଲ ଏଫିସରେ ରହୁଛନ୍ତି I # When the people ଏଠାରେ “ଲୋକମାନେ” ଏଫିସରେ ଥିବା ଶିଷ୍ୟମାନଙ୍କୁ ବୁଝାଏ ଯେଉଁମାନେ ପାଉଲଙ୍କ ସହିତ କଥାବାର୍ତ୍ତା କରୁଥିଲେ ([ପ୍ରେରିତ ୧୯:୧](../19/01.md))I # they were baptized ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସେମାନେ ବାପ୍ତିସ୍ମ ଗ୍ରହଣ କଲେ” (ଦେଖ: [[rc://*/ta/man/translate/figs-activepassive]]) # in the name of the Lord Jesus ଏଠାରେ “ନାମ” ଯୀଶୁଙ୍କର ଶକ୍ତି ଓ ଅଧିକାରକୁ ବୁଝାଏ I ବିକଳ୍ପ ଅନୁବାଦ: “ପ୍ରଭୁଯୀଶୁଙ୍କଠାରେ ବିଶ୍ବାସୀ ଭାବରେ” (ଦେଖ: [[rc://*/ta/man/translate/figs-metonymy]])