# General Information: ଆଖାୟା ଗୋଟିଏ ପ୍ରଦେଶ ଥିଲା ଯେଉଁଠାରେ କରିନ୍ଥ ଅବସ୍ଥିତ I କରିନ୍ଥ ଦକ୍ଷିଣ ଗ୍ରୀସ୍ ର ବୃହତ୍ତମ ନଗର ଓ ପ୍ରଦେଶର ରାଜଧାନୀ ଥିଲା I (See: [[rc://*/ta/man/translate/translate-names]]) # Connecting Statement: ଅବିଶ୍ବାସୀ ଯିହୂଦୀମାନେ ପାଉଲଙ୍କୁ ଗାଲ୍ଲିୟୋନ୍ ଙ୍କ ବିଚାରାସନ ଛାମୁକୁ ଆଣୁଛନ୍ତି I # Gallio ଏହା ଜଣେ ଲୋକର ନାମ I # the Jews ଏହା ଯୀଶୁଙ୍କଠାରେ ବିଶ୍ବାସ କରୁ ନ ଥିବା ଯିହୂଦୀ ନେତାମାନଙ୍କୁ ବୁଝାଏ I (See: [[rc://*/ta/man/translate/figs-synecdoche]]) # rose up together ଏକତ୍ର ଆସିଲେ କିମ୍ବା “ଏକତ୍ର ଯୋଗ ଦେଲେ” # brought him before the judgment seat ଯିହୂଦୀମାନେ ପାଉଲଙ୍କୁ ବଳପୂର୍ବକ ବିଚାରାଳୟ ସମ୍ମୁଖକୁ ଆଣିଲେ I ଏଠାରେ “ବିଚାରାସନ”ର ଅର୍ଥ ହେଉଛି ଆଇନଗତ ନିଷ୍ପତ୍ତି ନେବା ସମୟରେ ବିଚାରାଳୟରେ ଗାଲ୍ଲିୟୋନ୍ ଯେଉଁ ସ୍ଥାନରେ ବସୁଥିଲେ I ବିକଳ୍ପ ଅନୁବାଦ: “ତାହାଙ୍କୁ ନେଲେ ଯେପରି ଶାସନକର୍ତ୍ତା ତାହାଙ୍କୁ ବିଚାରାସନରେ ଥାଇ ବିଚାର କରିପାରିବେ” (ଦେଖ: [[rc://*/ta/man/translate/figs-metonymy]])