# General Information: ଏଠାରେ “ଆମ୍ଭେମାନେ” ଶବ୍ଦ ଆଥୀନୀର ଲୋକମାନଙ୍କୁ ବୁଝାଏ, ପାଉଲଙ୍କୁ ନୁହେଁ, ତେଣୁକରି ଏହା ବହିର୍ଭୁତ ଅଟେ I ଯଦିଓ ସେମାନଙ୍କ ମଧ୍ୟରୁ ଅନେକେ ସମ୍ଭବତଃ ପାଉଲଙ୍କର କଥା ଶୁଣିବାକୁ ଇଚ୍ଛା କରି ନ ଥିଲେ, କିନ୍ତୁ କେବଳ ଶିଷ୍ଟାଚାର ଆଚରଣ କରିଥିଲେ I (ଦେଖ: [[rc://*/ta/man/translate/figs-exclusive]]) # ଆଥୀନୀରେ ପାଉଲଙ୍କ ସମ୍ବନ୍ଧୀୟ ଘଟଣାର ଅଂଶ ଏଠାରେ ଶେଷ ହେଉଛି I # Now ମୁଖ୍ୟ ଘଟଣା ଧାରାରେ ଏକ ବିରତିକୁ ଚିହ୍ନଟ କରିବାପାଇଁ ଏଠାରେ ଏହି ଶବ୍ଦ ବ୍ୟବହାର କରାଯାଇଛି I ଏଠାରେ ଲୂକ ବିବରଣୀକୁ ପାଉଲଙ୍କ ଶିକ୍ଷାଠାରୁ ଆଥୀନୀର ଲୋକମାନଙ୍କର ପ୍ରତିକ୍ରିୟା ଆଡକୁ ନେଇ ଯାଉଛନ୍ତି I # the men of Athens ଏହି ଲୋକମାନେ ଆରୟପାଗରେ ଉପସ୍ଥିତ ରହି ପାଉଲଙ୍କର କଥା ଶୁଣୁଥିଲେ I # some mocked Paul କେତେକ ପାଉଲଙ୍କୁ ପରିହାସ କଲେ କିମ୍ବା “ ପାଉଲଙ୍କୁ ତିରସ୍କାର କଲେ I” ଏହି ଲୋକମାନେ ବିଶ୍ବାସ କରୁ ନ ଥିଲେ ଯେ ଜଣେ ଲୋକ ମୃତ୍ୟୁପରେ ପୁନର୍ବାର ଜୀବନକୁ ଫେରିଆସିବା ସମ୍ଭବ I