# when he will judge the world in righteousness by the man he has chosen ଯେତେବେଳେ ସେ ନିରୂପଣ କରିଥିବା ବ୍ୟକ୍ତି ଧାର୍ମିକତାରେ ଜଗତର ବିଚାର କରିବେ # he will judge the world ଏଠାରେ “ଜଗତ” ସମସ୍ତ ଲୋକଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ସେ ସମସ୍ତ ଲୋକମାନଙ୍କର ବିଚାର କରିବେ” (ଦେଖ: [[rc://*/ta/man/translate/figs-metonymy]]) # in righteousness ଧାର୍ମିକତାରେ ବା “ନିରପେକ୍ଷଭାବରେ” # God has given proof of this man ଈଶ୍ବର ଏହି ବ୍ୟକ୍ତିଙ୍କର ମନୋନୟନକୁ ପ୍ରଦର୍ଶନ କରିଛନ୍ତି # from the dead ସମସ୍ତ ମୃତମାନଙ୍କ ମଧ୍ୟରୁ I ଏହି ଉକ୍ତି ପ୍ରକାଶ କରେ ଯେ ସମସ୍ତ ମୃତ ଲୋକମାନେ ଏକତ୍ର ପାତାଳରେ ଅଛନ୍ତି I ସେମାନଙ୍କ ମଧ୍ୟରୁ ଉଠିଆସିବାର ଅର୍ଥ ପୁନର୍ଜୀବିତ ହେବା I