# so that they should search for God and perhaps they may feel their way toward him and find him ଏଠାରେ “ଈଶ୍ବରଙ୍କର ଅନ୍ବେଷଣ”ର ଅର୍ଥ ତାହାଙ୍କୁ ଜାଣିବାପାଇଁ ଇଚ୍ଛା କରିବା ଓ “ଦରାଣ୍ଡିହୋଇ ତାହାଙ୍କର ଉଦ୍ଦେଶ୍ୟ ପାଇବା”ର ଅର୍ଥ ପ୍ରାର୍ଥନାକରି ତାହାଙ୍କ ସହିତ ସମ୍ପର୍କ ସ୍ଥାପନ କରିବା I ବିକଳ୍ପ ଅନୁବାଦ: “ଯେପରି ସେମାନେ ଈଶ୍ବରଙ୍କୁ ଜାଣିବାକୁ ଚାହିଁବେ ଓ ତାହାଙ୍କ ନିକଟରେ ପ୍ରାର୍ଥନାକରି ତାହାଙ୍କ ଲୋକମାନଙ୍କ ମଧ୍ୟରେ ଗଣାହେବେ” (ଦେଖ: [[rc://*/ta/man/translate/figs-metaphor]]) # Yet he is not far from each one of us ଏହାକୁ ସକରାତ୍ମକ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ତଥାପି ସେ ଆମ୍ଭମାନଙ୍କର ଅତି ନିକଟବର୍ତ୍ତୀ ଅଟନ୍ତି” (ଦେଖ: [[rc://*/ta/man/translate/figs-litotes]])