# General Information: ପାଉଲ ଓ ଶୀଲାଙ୍କ ଯାତ୍ରା ବିବରଣୀର ଏହା ଆଉ ଏକ ଅଂଶ I ପାଉଲ ବର୍ତ୍ତମାନ ଆଥିନୀରେ ଅଛନ୍ତି ପୁଣି ଶୀଲା ଓ ତୀମଥିଙ୍କୁ ତାହାଙ୍କ ସହିତ ଯୋଗଦେବାପାଇଁ ଅପେକ୍ଷା କରୁଛନ୍ତି I # Now ମୁଖ୍ୟ ଘଟଣା ଧାରାରେ ଏକ ବିରତିକୁ ଚିହ୍ନଟ କରିବାପାଇଁ ଏଠାରେ ଏହି ଶବ୍ଦ ବ୍ୟବହାର କରାଯାଇଛି I ଏଠାରେ ଲୂକ ଘଟଣାର ଏକ ନୂଆ ଅଂଶ କହିବାକୁ ଆରମ୍ଭ କରୁଛନ୍ତି I # his spirit was provoked within him as he saw the city full of idols ଏଠାରେ “ଆତ୍ମା” ସ୍ବୟଂ ପାଉଲଙ୍କୁ ବୁଝାଏ I ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସେ ବିଚଳିତ ହେଲେ, କାରଣ ସେ ଦେଖିଲେ ଯେ ନଗରର ସବୁ ସ୍ଥାନରେ ପ୍ରତିମାଗୁଡ଼ିକ ଥିଲା” କିମ୍ବା “ନଗରର ପ୍ରତ୍ୟେକ ସ୍ଥାନରେ ପ୍ରତିମାଗୁଡ଼ିକୁ ଦେଖିବା ତାହାଙ୍କୁ ବିଚଳିତ କଲା” (ଦେଖ: [[rc://*/ta/man/translate/figs-synecdoche]] ଓ [[rc://*/ta/man/translate/figs-activepassive]])