# General Information: ପାଉଲ ଓ ଶୀଲା ବେରୟା ସହରଆଡକୁ ଯାତ୍ରା କଲେ I # the brothers ଏଠାରେ “ଭାଇମାନେ” ଶବ୍ଦଟି ପୁରୁଷ ଓ ମହିଳା ବିଶ୍ବାସୀମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ବିଶ୍ବାସୀମାନେ” (ଦେଖ: [[rc://*/ta/man/translate/figs-gendernotations]])