# you will be saved ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ତୁମ୍ଭର ପରିତ୍ରାଣ କରିବେ” କିମ୍ବା “ଈଶ୍ବର ତୁମ୍ଭକୁ ତୁମ୍ଭ ପାପରୁ ପରିତ୍ରାଣ କରିବେ” (ଦେଖ: [[rc://*/ta/man/translate/figs-activepassive]]) # your house ଏଠାରେ “ପରିବାର” ର ଅର୍ଥ ଗୃହରେ ରହୁଥିବା ଲୋକମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ତୁମ୍ଭ ପରିବାରର ସମସ୍ତ ସଦସ୍ୟମାନେ” କିମ୍ବା “ତୁମ୍ଭର ପରିବାର” (ଦେଖ: [[rc://*/ta/man/translate/figs-metonymy]])