# her masters ଦାସୀର କର୍ତ୍ତାମାନେ # When her masters saw that their opportunity to make money was now gone ଏହା ସ୍ପଷ୍ଟ ଭାବରେ କୁହାଯାଇପାରେ ଯେ ସେମାନେ କାହିଁକି ଆଉ ଅର୍ଥଲାଭର ଆଶା କଲେ ନାହିଁ I ବିକଳ୍ପ ଅନୁବାଦ: “ଯେତେବେଳେ ତାହାର କର୍ତ୍ତାମାନେ ଦେଖିଲେ ଯେ ଭାଗ୍ୟଗଣନା ଦ୍ବାରା ସେ ଆଉ ସେମାନଙ୍କ ପାଇଁ ଅର୍ଥ ଉପାର୍ଜନ କରିପାରିବ ନାହିଁ” (ଦେଖ: [[rc://*/ta/man/translate/figs-explicit]]) # into the marketplace ସର୍ବସାଧାରଣ ଛକ ସ୍ଥାନକୁ I ଏହା ଏକ ସର୍ବସାଧାରଣ ବ୍ୟବସାୟ ସ୍ଥଳ ଥିଲା, ଯେଉଁଠାରେ ଜିନିଷପତ୍ର, ଗୋରୁଗାଈ ଇତ୍ୟାଦି କିଣାବିକା କିମ୍ବା ସେବା ଦିଆନିଆ ହେଉଥିଲା I # before the authorities ଶାସନକର୍ତ୍ତାମାନଙ୍କ ନିକଟକୁ କିମ୍ବା “ଯେପରି ଶାସନକର୍ତ୍ତାମାନେ ସେମାନଙ୍କର ବିଚାର କରିବେ”