# General Information: ଏଠାରେ ଏହା ବୁଝାଇବାକୁ ପୃଷ୍ଠଭୂମି ସୂଚନା ଦିଆଯାଇଛି ଯେ ଲୋକମାନଙ୍କର ଭବିଷ୍ୟତକୁ ଅନୁମାନ କରି ଏହି ଯୁବ ଭାଗ୍ୟଗଣନାକାରିଣୀ ତାହାର କର୍ତ୍ତାମାନଙ୍କ ପାଇଁ ଅଧିକ ଆର୍ଥିକ ଲାଭ ଆଣୁଥିଲା I (ଦେଖ: [[rc://*/ta/man/translate/writing-background]]) # Connecting Statement: ଏହା ପାଉଲଙ୍କର ଯାତ୍ରା ସମୟରେ ଅନ୍ୟ ଏକ ସଂକ୍ଷିପ୍ତ ବିବରଣରେ ପ୍ରଥମ ଘଟଣା ଆରମ୍ଭ କରୁଛି; ଏହା ଜଣେ ଯୁବ ଭାଗ୍ୟଗଣନାକାରିଣୀ ବିଷୟରେ I # It came about that ଏହି ବାକ୍ୟାଂଶଟି ଘଟଣାର ଏକ ନୂଆ ଅଂଶ ଆରମ୍ଭ କରିବାର ଚିହ୍ନଟ କରେ I ଯଦି ତୁମ ଭାଷାରେ ଏହା କରିବାର କୌଣସି ଶୈଳୀ ଥାଏ, ତେବେ ତୁମ୍ଭେ ତାହା ବ୍ୟବହାର କରିବାକୁ ଚିନ୍ତା କରିପାର I # a certain young woman “ଜଣେ” ଶବ୍ଦଟି ଘଟଣାଟିରେ ଏକ ନୂଆ ବ୍ୟକ୍ତିର ପରିଚୟ କରାଏ I ବିକଳ୍ପ ଅନୁବାଦ: “ଜଣେ ଯୁବା ଝିଅ ଥିଲା” (ଦେଖ: [[rc://*/ta/man/translate/writing-participants]]) # a spirit of divination ଲୋକମାନଙ୍କର ଆସନ୍ନ ଭବିଷ୍ୟତ ସମ୍ବନ୍ଧରେ ଗୋଟିଏ ଅଶୁଚି ଆତ୍ମା ତାହାକୁ କଥା କହୁଥିଲା I