# A vision appeared to Paul ପାଉଲ ଈଶ୍ବରଙ୍କଠାରୁ ଏକ ଦର୍ଶନ ଦେଖିଲେ କିମ୍ବା “ପାଉଲ ଈଶ୍ବରଙ୍କଠାରୁ ଏକ ଦର୍ଶନ ପାଇଲେ” # calling him ତାହାଙ୍କୁ ବିନତି କରୁଅଛି କିମ୍ବା “ନିମନ୍ତ୍ରଣ କରୁଅଛି” # Come over into Macedonia ଏଠାରେ “ପାରହୋଇ ଆସ” ବାକ୍ୟାଂଶଟି ବ୍ୟବହାର କରାଯାଇଛି କାରଣ ମାକିଦନିଆ ତ୍ରୋୟାଠାରୁ ସମୁଦ୍ରର ଆରପଟେ ଅବସ୍ଥିତ I