# When they came ଏଠାରେ “ଆସିଲେ” ଶବ୍ଦକୁ “ଗଲେ” କିମ୍ବା “ପହଞ୍ଚିଲେ” ଭାବରେ ଅନୁବାଦ କରାଯାଇପାରିବ I (ଦେଖ: [[rc://*/ta/man/translate/figs-go]]) # Mysia ... Bithynia ଏଗୁଡିକ ଏସିଆର ଆଉ ଦୁଇଟି ଅଞ୍ଚଳ I (ଦେଖ: [[rc://*/ta/man/translate/translate-names]]) # the Spirit of Jesus ପବିତ୍ର ଆତ୍ମା