# General Information: ଏଠାରେ ""ସେମାନେ” ଶବ୍ଦଟି ବର୍ଣ୍ଣବ୍ବା ଓ ପାଉଲଙ୍କୁ ବୁଝାଏ I # Then there arose a sharp disagreement ଗୁଣବାଚକ ବିଶେଷ୍ୟ “ବିବାଦ”କୁ “ବିବାଦ ଘଟିବା” କ୍ରିୟାପଦରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସେମାନଙ୍କ ମଧ୍ୟରେ ଘୋର ବିବାଦ ଘଟିଲା” (ଦେଖ: [[rc://*/ta/man/translate/figs-abstractnouns]])