# also prophets ଭାବବାଦୀମାନେ ଈଶ୍ବରଙ୍କ ଦ୍ବାରା ଅଧିକାର ପ୍ରାପ୍ତହୋଇ ତାହାଙ୍କ ନିମନ୍ତେ କଥା କହୁଥିବା ଶିକ୍ଷକ ଥିଲେ I ବିକଳ୍ପ ଅନୁବାଦ: “କାରଣ ସେମାନେ ଭାବବାଦୀ ଥିଲେ” କିମ୍ବା “ଯେଉଁମାନେ ଭାବବାଦୀ ମଧ୍ୟ ଥିଲେ” # the brothers ସହ-ବିଶ୍ବାସୀମାନେ # strengthened them ଜଣକୁ ଯୀଶୁଙ୍କ ଉପରେ ଅଧିକ ନିର୍ଭର କରିବାରେ ସାହାଯ୍ୟ କରିବା ବିଷୟରେ କୁହାଯାଏ ସତେ ଯେପରି ସେମାନେ ସେମାନଙ୍କୁ ଶାରୀରିକ ଭାବରେ ବଳିଷ୍ଠ କରୁଛନ୍ତି I (ଦେଖ: [[rc://*/ta/man/translate/figs-metaphor]])