# Moses has been proclaimed in every city ... and he is read in the synagogues every Sabbath ଯାକୁବ ସୂଚିତ କରୁଛନ୍ତି ଯେ ଏହି ନିୟମ କେତେ ଗୁରୁତ୍ବପୂର୍ଣ୍ଣ ତାହା ବିଜାତିମାନେ ଜାଣନ୍ତି, କାରଣ ଯିହୂଦୀମାନେ ସମାଜଗୃହ ଥିବା ପ୍ରତ୍ୟେକ ନଗରରେ ସେମାନଙ୍କୁ ପ୍ରଚାର କରୁଥିଲେ I ଏହା ମଧ୍ୟ ସୂଚିତ କରେ ଯେ ବିଜାତିମାନେ ଏହି ନିୟମଗୁଡ଼ିକ ବିଷୟରେ ଅଧିକ ଜାଣିବାପାଇଁ ସମାଜଗୃହର ଶିକ୍ଷକମାନଙ୍କ ପାଖକୁ ଯାଇପାରିବେ I (ଦେଖ: [[rc://*/ta/man/translate/figs-explicit]]) # Moses has been proclaimed ଏଠାରେ “ମୋଶା” ମୋଶାଙ୍କର ବ୍ୟବସ୍ଥାକୁ ବୁଝାଏ I ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ମୋଶାଙ୍କର ବ୍ୟବସ୍ଥା ଘୋଷଣା କରାଯାଇଛି” କିମ୍ବା “ଯିହୂଦୀମାନେ ମୋଶାଙ୍କ ବ୍ୟବସ୍ଥା ଶିକ୍ଷା ଦେଇଛନ୍ତି” (ଦେଖ: [[rc://*/ta/man/translate/figs-metonymy]] ଓ [[rc://*/ta/man/translate/figs-activepassive]]) # in every city ଏଠାରେ “ପ୍ରତି” ଶବ୍ଦଟି ଏକ ସାଧାରଣ ଅନୁମାନ I ବିକଳ୍ପ ଅନୁବାଦ: “ଅନେକ ନଗରରେ” (ଦେଖ: [[rc://*/ta/man/translate/figs-hyperbole]]) # and he is read ଏଠାରେ “ସେ” ମୋଶାଙ୍କୁ ବୁଝାଏ ଯାହାଙ୍କର ନାମ ବ୍ୟବସ୍ଥାର ନିଦର୍ଶନ ଅଟେ I ବିକଳ୍ପ ଅନୁବାଦ: “ଆଉ ବ୍ୟବସ୍ଥା ପାଠ କରାଯାଏ” କିମ୍ବା “ଆଉ ସେମାନେ ବ୍ୟବସ୍ଥା ପାଠ କରନ୍ତି” (ଦେଖ: [[rc://*/ta/man/translate/figs-metonymy]])