# I will build again the tent of David, which has fallen down ... its ruins again ଏହା ଈଶ୍ବର ପୁନର୍ବାର ଦାଉଦଙ୍କ ବଂଶରୁ ଜଣକୁ ଆପଣା ଲୋକମାନଙ୍କ ଉପରେ ରାଜତ୍ବ କରିବାପାଇଁ ମନୋନୀତ କରିବା ବିଷୟ କହୁଅଛି ସତେ ଯେପରି ଆବାସଟିଏ ପଡ଼ିଗଲା ପରେ ସେ ପୁଣିଥରେ ତାହାକୁ ସ୍ଥାପନ କରୁଛନ୍ତି I (ଦେଖ: [[rc://*/ta/man/translate/figs-metaphor]]) # tent ଏଠାରେ “ଆବାସ” ଦାଉଦଙ୍କ ପରିବାରକୁ ବୁଝାଏ I (ଦେଖ: [[rc://*/ta/man/translate/figs-metonymy]])