# a sharp dispute and debate with them ଗୁଣବାଚକ ବିଶେଷ୍ୟ “ତୀବ୍ର ବିବାଦ” ଓ “ବାଦାନୁବାଦ”କୁ କ୍ରିୟାବାଚ୍ୟରେ ପ୍ରକାଶ କରାଯାଇପାରିବ ଓ ଲୋକମାନେ କେଉଁଠାରୁ ଆସିଥିଲେ ତାହାକୁ ସ୍ପଷ୍ଟ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯିହୂଦା ପ୍ରଦେଶରୁ ଆସିଥିବା ଲୋକମାନଙ୍କ ସହିତ ସମ୍ମୁଖାସମ୍ମୁଖୀ ହୋଇ ବାଦାନୁବାଦ କରିଥିଲେ” (ଦେଖ: [[rc://*/ta/man/translate/figs-abstractnouns]] ଓ [[rc://*/ta/man/translate/figs-explicit]]) # go up to Jerusalem ଇଶ୍ରାୟେଲର ପ୍ରାୟ ଅନ୍ୟସବୁ ସ୍ଥାନ ଗୁଡିକରୁ ଯିରୂଶାଲମ ଉଚ୍ଚରେ ଥିଲା, ତେଣୁ ଯିରୂଶାଲମ ଉପରକୁ ଯିବା ବୋଲି କହିବା ଇଶ୍ରାୟେଲୀୟ ମାନଙ୍କପାଇଁ ସାଧାରଣ ଥିଲା I # this question ଏହି ବିଷୟ