# General Information: ଏଠାରେ “ସେମାନେ” ଓ “ସେମାନଙ୍କୁ” ଶବ୍ଦଗୁଡ଼ିକ ପାଉଲ ଓ ବର୍ଣ୍ଣବ୍ବାଙ୍କୁ ବୁଝାଏ I “ସେ” ଶବ୍ଦଟି ଈଶ୍ବରଙ୍କୁ ବୁଝାଏ I # gathered the church together ସ୍ଥାନୀୟ ବିଶ୍ବାସୀମାନଙ୍କୁ ଏକତ୍ର ସମବେତ ହେବାପାଇଁ ଆହ୍ବାନ କଲେ # he had opened a door of faith for the Gentiles ଈଶ୍ବର ବିଜାତିମାନଙ୍କୁ ସମର୍ଥ କରାଇବା ବିଷୟରେ କୁହାଯାଏ ଯେ ସତେ ଯେପରି ବିଶ୍ବାସ ମଧ୍ୟକୁ ପ୍ରବେଶ କରିବା ନିମନ୍ତେ ସେମାନଙ୍କୁ ଅଟକାଉଥିବା ଦ୍ବାରକୁ ସେ ଖୋଲି ଦେଇଥିଲେ I ବିକଳ୍ପ ଅନୁବାଦ: “ବିଜାତିମାନେ ବିଶ୍ବାସ କରିବା ନିମନ୍ତେ ଈଶ୍ବର ଏହା ସମ୍ଭବ କଲେ” (ଦେଖ: [[rc://*/ta/man/translate/figs-metaphor]])