# Connecting Statement: ପାଉଲ ଓ ବର୍ଣ୍ଣବ୍ବା ଲୁସ୍ତ୍ରା ନଗର ବାହାରେ ଲୋକମାନଙ୍କୁ କଥା କହି ଚାଲିଛନ୍ତି ([ପ୍ରେରିତ ୧୪”୮](../14/08.md))I # he did not leave himself without witness ଏହାକୁ ସକରାତ୍ମକ ଭାବରେ କୁହଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ନିଶ୍ଚିତଭାବରେ ଏକ ସାକ୍ଷ୍ୟ ଛାଡ଼ିଅଛନ୍ତି” କିମ୍ବା “ଈଶ୍ବର ବାସ୍ତବରେ ସାକ୍ଷ୍ୟ ଦେଇଛନ୍ତି” (ଦେଖ: [[rc://*/ta/man/translate/figs-litotes]]) # in that ତଥ୍ୟ ଦ୍ବାରା ଯେପରି ଦେଖାଇଛନ୍ତି ଯେ # filling your hearts with food and gladness ଏଠାରେ “ଆପଣମାନଙ୍କ ହୃଦୟ” ଲୋକମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଆପଣମାନଙ୍କୁ ଯଥେଷ୍ଟ ଖାଇବାକୁ ଦେଇଅଛନ୍ତି ଓ ଖୁସି ହେବାପାଇଁ ସମସ୍ତ ବିଷୟ ଦେଇଛନ୍ତି” (ଦେଖ: [[rc://*/ta/man/translate/figs-metonymy]])