# Men, why are you doing these things? ଲୋକମାନେ ସେମାନଙ୍କ ନିମନ୍ତେ ବଳି ଉତ୍ସର୍ଗ କରିବାକୁ ଚେଷ୍ଟା କରୁଥିବାରୁ ପାଉଲ ଓ ବର୍ଣ୍ଣବ୍ବା ସେମାନଙ୍କୁ ଅନୁଯୋଗ କରୁଛନ୍ତି I ବିକଳ୍ପ ଅନୁବାଦ: “ହେ ଲୋକମାନେ, ତୁମ୍ଭେମାନେ ଏହା କରିବା ଉଚିତ ନୁହଁ!” (ଦେଖ: [[rc://*/ta/man/translate/figs-rquestion]]) # doing these things ଆମ୍ଭମାନଙ୍କର ଉପାସନା କରୁଅଛନ୍ତି # We also are human beings with the same feelings as you ଏହି ଉକ୍ତି ଦ୍ବାରା, ବର୍ଣ୍ଣବ୍ବା ଓ ପାଉଲ କହୁଛନ୍ତି ଯେ ସେମାନେ ଦେବତା ନୁହନ୍ତି I ବିକଳ୍ପ ଅନୁବାଦ: “ଆମ୍ଭେମମାନେ ମଧ୍ୟ ତୁମ୍ଭମାନଙ୍କ ପରି କେବଳ ମନୁଷ୍ୟ I ଆମ୍ଭେମାନେ ଈଶ୍ବର ନୋହୁ!” # with the same feelings as you ସବୁ ପ୍ରକାରେ ତୁମ୍ଭମାନଙ୍କ ସଦୃଶ # turn from these useless things to a living God ଏଠାରେ “ଗୋଟିଏ ବିଷୟରୁ ...ଆଉ ଗୋଟିଏ ବିଷୟକୁ ଫେର” ଏକ ରୂପକ ଶବ୍ଦ ଯାହାର ଅର୍ଥ ହେଉଛି ଗୋଟିଏ ବିଷୟ କରିବା ବନ୍ଦ କରିବା ଓ ଆଉ କିଛି ବିଷୟ କରିବାକୁ ଆରମ୍ଭ କରିବା I ବିକଳ୍ପ ଅନୁବାଦ: “ଯେଉଁମାନେ ତୁମ୍ଭମାନଙ୍କର ସାହାଯ୍ୟ କରିପାରନ୍ତି ନାହିଁ ଏପରି ଏହି ମିଥ୍ୟା ଦେବତାଗୁଡିକର ଉପାସନା କରିବା ବନ୍ଦ କର ଓ ତା’ ପରିବର୍ତ୍ତେ ଜୀବିତ ଈଶ୍ବରଙ୍କର ଉପାସନା କରିବାକୁ ଆରମ୍ଭ କର I (ଦେଖ: [[rc://*/ta/man/translate/figs-metaphor]]) # a living God ପ୍ରକୃତରେ ଅସ୍ତିତ୍ବରେ ରହିଥିବା ଏକ ଈଶ୍ବର କିମ୍ବା “ଏକ ଜୀବିତ ଈଶ୍ବର