# the majority of the city was divided ଏଠାରେ “ନଗର” ଶବ୍ଦଟି ସେହି ନଗରରେ ରହୁଥିବା ଲୋକମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ନଗରର ଅଧିକାଂଶ ଲୋକ ଭାଗ ଭାଗ ହୋଇଗଲେ” କିମ୍ବା “ନଗରର ଅଧିକାଂଶ ଲୋକ ପରସ୍ପର ସହ ଏକମତ ହେଲେ ନାହିଁ” (ଦେଖ: [[rc://*/ta/man/translate/figs-metonymy]]) # sided with the Jews ଯିହୂଦୀମାନଙ୍କର ପକ୍ଷ ନେଲେ କିମ୍ବା “ଯିହୂଦୀମାନଙ୍କ ସହ ଏକମତ ହେଲେ I” ଉଲ୍ଲେଖ କରାଯାଇଥିବା ପ୍ରଥମ ଦଳ ଅନୁଗ୍ରହର ସମ୍ବାଦ ବିଷୟରେ ଏକମତ ହେଲେ ନାହିଁ I # with the apostles ଉଲ୍ଲେଖ କରାଯାଇଥିବା ଦ୍ବିତୀୟ ଦଳ ଅନୁଗ୍ରହର ସମ୍ବାଦ ବିଷୟରେ ଏକମତ ହେଲେ I କ୍ରିୟାପଦଟିକୁ ଆଉ ଥରେ କହିବା ସହାୟକ ହେବ I ବିକଳ୍ପ ଅନୁବାଦ: “ପ୍ରେରିତମାନଙ୍କର ପକ୍ଷ ହେଲେ” (ଦେଖ: [[rc://*/ta/man/translate/figs-ellipsis]]) # the apostles ଲୂକ ପାଉଲ ଓ ବର୍ଣ୍ଣବ୍ବାଙ୍କୁ ଉଲ୍ଲେଖ କରୁଛନ୍ତି I ଏଠାରେ “ପ୍ରେରିତ” ଶବ୍ଦଟି ""ପଠାଯାଇଥିବା ଜଣେ” ବୋଲି ସାଧାରଣ ଅର୍ଥରେ ବ୍ୟବହାର କରାଯାଇପାରେ I