# the baptism of repentance ତୁମେ “ମନ ପରିବର୍ତ୍ତନ” ଶବ୍ଦକୁ “ମନ ପରିବର୍ତ୍ତନ କର” କ୍ରିୟାପଦ ଭାବରେ ଅନୁବାଦ କରିପାରିବ I ବିକଳ୍ପ ଅନୁବାଦ: “ମନ ପରିବର୍ତ୍ତନ କରିବା ନିମନ୍ତେ ବାପ୍ତିସ୍ମ” କିମ୍ବା “ବାପ୍ତିସ୍ମ ଯାହା ଲୋକମାନେ ଅନୁରୋଧ କରିଥିଲେ ଯେତେବେଳେ ସେମାନେ ସେମାନଙ୍କର ପାପରୁ ମନ ପରିବର୍ତ୍ତନ କରିବାକୁ ଇଚ୍ଛା କରିଥିଲେ” (ଦେଖ: [[rc://*/ta/man/translate/figs-abstractnouns]])