# General Information: ଏଠାରେ “ସେମାନେ” ଓ ସେମାନଙ୍କର” ଶବ୍ଦଗୁଡ଼ିକ ବର୍ଣ୍ଣବ୍ବା ଓ ଶୀଲାଙ୍କୁ ବୁଝାଏ I # So ଏହି ଶବ୍ଦ ଗୋଟିଏ ଘଟଣାକୁ ଚିହ୍ନଟ କରୁଛି ଯାହା ପୂର୍ବର ଗୋଟିଏ ଘଟଣା ସକାଶୁ ଘଟିଥିଲା I ଏହି ଘଟଣାରେ, ପୂର୍ବ ଘଟଣା ହେଉଛି ପବିତ୍ର ଆତ୍ମାଙ୍କ ଦ୍ବାରା ବର୍ଣ୍ଣବ୍ବା ଓ ଶାଉଲ ପୃଥକୀକୃତ ହେବା I # went down ଏଠାରେ “ଓହ୍ଲାଇ ଗଲେ” ବାକ୍ୟାଂଶଟି ବ୍ୟବହାର କରାଯାଇଛି କାରଣ ସେଲୂକିଆ ଆନ୍ତିୟଖିଆଠାରୁ ଉଚ୍ଚତାରେ ନିମ୍ନରେ ଥିଲା I # Seleucia ସମୁଦ୍ର ଉପକୂଳରେ ଥିବା ଏକ ନଗର