# General Information: ଏଠାରେ “ସେମାନେ” ଓ “ସେମାନଙ୍କୁ” ଶବ୍ଦଗୁଡ଼ିକ ଗୃହରେ ଥିବା ଲୋକମାନଙ୍କୁ ବୁଝାଏ I “ସେ’ ଶବ୍ଦଗୁଡ଼ିକ ପିତରଙ୍କୁ ବୁଝାଏ I # But Peter continued knocking “ବାରମ୍ବାର ମାରୁଥିଲେ” ଶବ୍ଦର ଅର୍ଥ ହେଉଛି ଯେ ଭିତରେ ଥିବା ଲୋକମାନେ କଥା ହେଉଥିବା ସମୟସାରା ପିତର ଦ୍ବାରରେ ମାରୁଥିଲେ I