# General Information: ଏହି ପଦଗୁଡିକରେ, “ସେ” ବର୍ଣ୍ଣବ୍ବାକୁ ବୁଝାଏ I “ସେମାନେ” ଶବ୍ଦଟି ଯିରୂଶାଲମ ମଣ୍ଡଳୀର ବିଶ୍ବାସୀମାନଙ୍କୁ ବୁଝାଏ I “ସେମାନଙ୍କୁ” ଓ “ସେମାନଙ୍କର” ଶବ୍ଦଗୁଡ଼ିକ ବିଶ୍ବାସୀମାନଙ୍କୁ ([ପ୍ରେରିତ ୧୧:୨୦](../11/20.md)) ବୁଝାଏ I # ears of the church ଏଠାରେ “କର୍ଣ୍ଣ” ଘଟଣାଟି ସମ୍ବନ୍ଧରେ ବିଶ୍ବାସୀମାନେ ଶୁଣିଥିବା ବିଷୟକୁ ବୁଝାଏ I ବିକଳ୍ପ ଅନୁବାଦ: “ମଣ୍ଡଳୀର ବିଶ୍ବାସୀମାନେ” (ଦେଖ: [[rc://*/ta/man/translate/figs-metonymy]])