# the gift of the Holy Spirit ଏହା ସେମାନଙ୍କୁ ଦତ୍ତ ହୋଇଥିବା ସ୍ବୟଂ ପବିତ୍ର ଆତ୍ମାଙ୍କୁ ବୁଝାଏ I # the Holy Spirit was poured out ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ପବିତ୍ର ଆତ୍ମାଙ୍କୁ ଢାଳିଦେଲେ” (ଦେଖ: [[rc://*/ta/man/translate/figs-activepassive]]) # poured out ପବିତ୍ର ଆତ୍ମାଙ୍କ ବିଷୟରେ ଏପରି କୁହାଯାଏ ସତେ ଯେପରି ସେ ଏକ ଜିନିଷ ଯାହା ଲୋକଙ୍କ ଉପରେ ଢଳାଯାଇପାରିବ I ଏହା ପ୍ରଚୁର ପରିମାଣକୁ ସୂଚିତ କରେ I ବିକଳ୍ପ ଅନୁବାଦ: “ପ୍ରଚୁର ପରିମାଣରେ ଦିଆଗଲା” (ଦେଖ: [[rc://*/ta/man/translate/figs-metaphor]]) # the gift ବିନା ମୁଲ୍ୟର ଦାନ # also on the Gentiles ଏଠାରେ “ସୁଦ୍ଧା” ଏହି ତଥ୍ୟକୁ ବୁଝାଏ ଯେ ପବିତ୍ର ଆତ୍ମା ଆଗରୁ ଯିହୂଦୀ ବିଶ୍ବାସୀମାନଙ୍କୁ ପ୍ରଦତ୍ତ ହୋଇଥିଲେ I